ନିଦ ହଜାଇବ ଜିରୋ ନାଇଟ୍‌: ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ୱର : ନୂଆବର୍ଷ ଉପଲ‌େକ୍ଷ ହୋଟେଲ ଗୁଡ଼ିକରେ ହେବାକୁ ଥିବା ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନା ବିରୋଧ କରିବ ବୋଲି ଚେତାବନୀ ଦେଇଛି। ଆଜି ସେନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସ୍ବାତୀଶ ରଂଜନ ସାହୁ କହିଲେ, ଶାନ୍ତି ଶୃଙ୍ଖଳାରେ କୌଣସି ଉତ୍ସବ ମନାଇବାକୁ କାହାରିକୁ ବାରଣ କରାଯିବ ନାହିଁ। ଯଦି ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଏ ତେବେ ସେନା ପକ୍ଷରୁ ଏହାକୁ ବିରୋଧ … Continue reading ନିଦ ହଜାଇବ ଜିରୋ ନାଇଟ୍‌: ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବ କଳିଙ୍ଗ ସେନା